Description
ପିଆଜ (Onion). ଆମେ ସିଧାସଳଖ ଚାଷୀଙ୍କ ଠାରୁ ଉନ୍ନତ ମାନର ପିଆଜ ଆଣି ଆପଣଙ୍କ ପାଖରେ ପହଞ୍ଚାଉ. ଏହା ପ୍ରତ୍ୟେକ ରୋଷେଇ ପାଇଁ ଏକ ଅପରିହାର୍ଯ୍ୟ ସାମଗ୍ରୀ.ଏହା ସମ୍ପୂର୍ଣ୍ଣ ସତେଜ ଏବଂ ରସାଳ.
Best for Cooking: ତରକାରୀ, ସାଲାଡ୍ କିମ୍ବା ଭଜା ପାଇଁ ଏହା ଅତି ଉତ୍ତମ.ଏହାର ପ୍ରାକୃତିକ ସ୍ୱାଦ ଆପଣଙ୍କ ଖାଦ୍ୟକୁ ଆହୁରି ସ୍ୱାଦିଷ୍ଟ କରିବ.
ନିବନ୍ଧନ ଓ ସର୍ତ୍ତ (Terms and conditions): ଏହା ଫେରସ୍ତ ଆଇଟମ ନୁହଁ। ସେଥିପାଇଁ ଡେଲିଭାରୀ ସମୟ ଚେକ୍ କରିବେ ।




