ଯାହା କିଣିବାକୁ ଚାହୁଛନ୍ତି ଗୋଟେ ପରେ ଗୋଟେ "Add to Cart" କରି Cart ତାପରେ Checkout ପେଜ୍ କୁ ଯାଉନ୍ତୁ। ନାମ, ମୋବାଇଲ, ଠିକଣା ଏବଂ current Location ସେଟ୍ କରି "Place order" କରନ୍ତୁ ।
୫ ଟି Catagory ରୁ ଜିନିଷ ଅଲଗା ଅଲଗା କିଣିବାକୁ ପଡ଼ିବ । 1.Grocery & Vegetables 2.Breakfast 3.Lunch 4.Fastfood 5.Dinner

Panch Foran 50 g (ପାଞ୍ଚ ଫୁଟଣ)

Original price was: ₹25.00.Current price is: ₹19.00.

Description

Panch Foran (ପାଞ୍ଚ ଫୁଟଣ)

ମୁଖ୍ୟ ଉପାଦାନ: ଏହା ପାଞ୍ଚଟି ମସଲାର ଏକ ମିଶ୍ରଣ, ଯେଉଁଥିରେ ଜିରା, ସୋରିଷ, ମେଥି, ପାନମଧୁରୀ ଏବଂ କଳାଜିରା ରହିଥାଏ ।

ବିଶେଷତ୍ୱ: * ଏଥିରେ କୌଣସି ପ୍ରକାରର କୃତ୍ରିମ ରଙ୍ଗ (No Artificial Colours) ବ୍ୟବହାର କରାଯାଇ ନାହିଁ ।

ଏଥିରେ କୌଣସି ପ୍ରିଜରଭେଟିଭ୍‌ସ (No Added Preservatives) ମିଶାଯାଇ ନାହିଁ ।ଏଥିରେ କୌଣସି ବାହାର ସ୍ୱାଦ (No Added Flavours) ମଧ୍ୟ ମିଶାଯାଇ ନାହିଁ ।

ବ୍ୟବହାର: ଏହାକୁ ତରକାରୀ ଏବଂ ଡାଲିରେ ଛୁଙ୍କ ଦେବା ପାଇଁ ବ୍ୟବହାର କରାଯାଏ, ଯାହା ଖାଦ୍ୟକୁ ଅଧିକ ବାସ୍ନାଦାର କରିଥାଏ ।

ପ୍ୟାକେଜିଂ: ଏହା ଏକ ୫୦ ଗ୍ରାମର ପ୍ୟାକ୍‌ରେ ଉପଲବ୍ଧ ।

ନିବନ୍ଧନ ଓ ସର୍ତ୍ତ (Terms and Conditions) ଏହା ଫେରସ୍ତ ଆଇଟମ ନୁହଁ। ସେଥିପାଇଁ ଡେଲିଭାରୀ ସମୟ ଚେକ୍ କରିବେ।

Shopping cart

0
image/svg+xml

No products in the cart.