Description
Tomato 500 g (ବିଲାତି ବାଇଗଣ):- ଭୋଗରାଇ ମାର୍ଟ ଆପଣଙ୍କ ପାଇଁ ନେଇଆସିଛି ଏକଦମ୍ ସତେଜ ଏବଂ ରସାଳ ବିଲାତି ବାଇଗଣ (Tomato). ଆମେ କେବଳ ସେହି ଟମାଟୋଗୁଡ଼ିକୁ ଚୟନ କରୁ ଯାହା ସମ୍ପୂର୍ଣ୍ଣ ପାଚିଲା, ନାଲି ଏବଂ ଦେଖିବାକୁ ସୁନ୍ଦର, ଯାହା ଆପଣଙ୍କ ତରକାରୀ ଏବଂ ସାଲାଡ୍ର ସ୍ୱାଦକୁ ବଢାଇ ଦିଏ । ଆମେ କେବଳ ଉତ୍ତମ ମାନର ଏବଂ ଶକ୍ତ ଟମାଟୋ ଡେଲିଭରି କରୁ ଯାହା ଶୀଘ୍ର ନଷ୍ଟ ହୁଏ ନାହିଁ. ପ୍ରଚୁର ପରିମାଣର ଭିଟାମିନ୍ C ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର. ଆପଣ ସୁପ୍, ଚଟଣି, ସାଲାଡ୍ କିମ୍ବା ଯେକୌଣସି ରୋଷେଇରେ ବ୍ୟବହାର କରିପାରିବେ.
ସତେଜତାର ଗ୍ୟାରେଣ୍ଟି: ଆମେ ସ୍ୱଚ୍ଛତା ସହିତ ପ୍ୟାକ୍ କରି ଅତି ଶୀଘ୍ର ଆପଣଙ୍କ ଘରେ ପହଞ୍ଚାଉ.
ନିବନ୍ଧନ ଓ ସର୍ତ୍ତ (Terms and conditions): ଏହା ଫେରସ୍ତ ଆଇଟମ ନୁହଁ। ସେଥିପାଇଁ ଡେଲିଭାରୀ ସମୟ ଚେକ୍ କରିବେ ।




